ଶରୀର ମୂଳକ Ṡarīra mūḻaka

  • ସଂ. ବିଣ—(ବହୁବ୍ରୀହି; ଶରୀର+ମୂଳ+କ; ଶରୀର ଅଟେ ମୂଳ ଯାହାର) — ଶରୀରଜ (ଦେଖ) — Ṡarīraja (See)
  • ସଂ. ବିଣ—(ବହୁବ୍ରୀହି; ଶରୀର+ମୂଳ+କ; ଶରୀର ଅଟେ ମୂଳ ଯାହାର) — ଦେହ ସମ୍ବନ୍ଧୀୟ — Bodily
  • ସଂ. ବିଣ—(ବହୁବ୍ରୀହି; ଶରୀର+ମୂଳ+କ; ଶରୀର ଅଟେ ମୂଳ ଯାହାର) — ଦେହରୁ ଉତ୍ପନ୍ନ — Originating in the body