ଶରୀର ଭୃତ୍ Ṡarīra bhṛut

  • ସଂ. ବିଣ—(ଶରୀର+ଭୃ ଧାତୁ+କର୍ତ୍ତୃ. କ୍ୱିପ୍) — ଦେହଧାରୀ; ଶରୀର — Corporeal
  • ସଂ. ବି. — ଜୀବାତ୍ମା — The soul
  • ସଂ. ବି. — ବିଷ୍ଣୁ — Bishṇu