ଶରୀର ଦେଖି ଧର୍ମ କର୍ Ṡarīra dekhi dharma kar
- ଦେ. ପ୍ରବଚନ — ଶାରୀରିକ ଶକ୍ତି ଅନୁସାରେ ଧର୍ମସାଧନ କରିବ, ଅର୍ଥାତ୍ ଶରୀର ରୁଗ୍ଣ ଥିଲେ କଠୋର ଧର୍ମ ସାଧନରେ ପ୍ରବୃତ୍ତ ହେବା ଅନୁଚିତ — A proverb meaning-Practice austerities in consideration of your health or so far as your health allows