ଶରାରି ମୁଖ Ṡarāri mukha

  • ସଂ. ବି — ଶରାଟି (ଦେଖ) — Ṡarāṭi (See)
  • ସଂ. ବି — ଶରାଟି ପକ୍ଷୀର ମୁହଁର ଆକୃତିବିଶିଷ୍ଟ ପୂଜ ନିଷ୍କାସନାର୍ଥ ବ୍ଯବହୃତ ସୁଶ୍ରୁତୋକ୍ତ ଯନ୍ତ୍ର ବିଶେଷ (ବିଶ୍ୱକୋଷ) — An ancient surgical instrument for extracting pus