ଶରାବିକା Ṡarābikā

  • ସଂ. ବି. (ଶରାବ+କ+ଆ) — ଶରାପରି ଚାରି ପାଖ ଉଚ୍ଚ ଓ ମଝି ଗଭୀର ବ୍ରଣ (ହି. ଶ) — A kind of boil with the rim higher than the middle
  • ସଂ. ବି. (ଶରାବ+କ+ଆ) — ଏକପ୍ରକାର କୁଷ୍ଠରୋଗ (ହି. ଶ) — A kind of leprosy