ଶରସନ୍ଧା Ṡara sandhā

  • ଦେ. ବି. (ସଂ. ଶରସନ୍ଧାନ) — ବାଣ ବିନ୍ଧିବା — Aiming with an arrow
  • ଦେ. ବି. (ସଂ. ଶରସନ୍ଧାନ) — (ଉ— ଏହିଠାରେ ନାଗପାଶରେ ହୋଇ ବନ୍ଧା, ପଡ଼ିଥିଲୁ ଛାଡ଼ିଣ ଧନୁ ଶରସନ୍ଧା—କୃଷ୍ଣସିଂହ. ମହାଭାରତ. ବନ।)