ଶରଶ୍ଚୁମ୍ବନ Ṡiraṡchumbana

  • ସଂ. ବି—( 6 ଷ୍ଠୀ ତତ୍; ଶିରସ୍+ଚୁମ୍ବନ) — ସ୍ନେହର ନିଦର୍ଶନ ସ୍ୱରୂପ ମାତାପିତା ସନ୍ତାନର ଓ ଗୁରୁ ଶିଷ୍ୟର ମୁଣ୍ଡକୁ ଚୁମ୍ବନ କରିବା — Kissing of the forehead by an elder