ଶରଧା ବଳାଇବା Ṡaradhā baḻaibā

  • ଦେ. କ୍ରି — କୌଣସି ବ୍ଯକ୍ତି ବା ବସ୍ତୁ ପ୍ରତି ଶ୍ରଦ୍ଧାନ୍ୱିତ ହେବା — To have a liking for any person or thing
  • ଦେ. କ୍ରି — [ଉ— ପରସ୍ପରେ ଭୁଜ ଛନ୍ଦିବାରେ ସଦା, ଚମ୍ପାଚୂତ ଯହିଁ ବଳାନ୍ତି ଶରଧା। ରାଧାନାଥ. ନନ୍ଦିକେଶ୍ୱରୀ।]