ଶରଣପ୍ରାର୍ଥୀ Ṡaraṇa prārthī

  • ସଂ. ବିଣ. ପୁଂ—(ଉପପଦ ସମାସ) — ଯେ ଅନ୍ଯ ବ୍ଯକ୍ତି ଠାରେ ଆଶ୍ରୟ ପ୍ରାର୍ଥନା କରେ — Seeking shelter