ଶରଣ ସୋଦର Ṡaraṇa sodara

  • ଦେ. ବି. ( 6 ଷ୍ଠୀ ତତ୍ ଶରଣ+ସୋଦର=ସହାୟ) — ଶରଣାଗତର ମିତ୍ର — Friend of one who has taken shelter under him
  • ଦେ. ବି. ( 6 ଷ୍ଠୀ ତତ୍ ଶରଣ+ସୋଦର=ସହାୟ) — [ଉ—ତୁ ଯେବେ ଶରଣସୋଦର, ଏ ସ୍ନେହ— ପାଶ ଛେଦ ମୋର—ଜଗନ୍ନାଥ. ଭାଗବତ।]