ଶରଣ ରକ୍ଷଣ ବାନା Ṡaraṇa rakshaṇa bānā
- ଦେ. ବି—ସଂ. ବିଣ—(ଶରଣେ+ରକ୍ଷ ଧାତୁ କର୍ତ୍ତୃ. ଅନ=ଯେ ଆଶ୍ରିତ ବ୍ଯକ୍ତିଙ୍କୁ ରକ୍ଷା କରେ=ଶରଣରକ୍ଷଣ+ଦେଶଜ ବାନା) — ଶରଣା— ଗତ ବ୍ଯକ୍ତିଙ୍କୁ ରକ୍ଷା କରିବା ଯାହାର ବ୍ରତ — A person (who is compared to a flag) whose avowed duty is to protect persons taking shelter under him