ଶରଣ ମାଗିବା Ṡaraṇa māgibā

  • ଦେ. କ୍ରି — ଆଶ୍ରୟ ପ୍ରାର୍ଥନା କରିବା — To seek refuge; to ask or pray for shelter; to approach a person for shelter
  • ଦେ. କ୍ରି — [ଉ—ପିତୃ ମାତୃ ହୀନା ଅନାଥା ବାଳିକା ଶରଣ ମାଗେ ବିକଳେ—ରାଧାନାଥ, ପାର୍ବତୀ]