ଶରଣ ବୋଲିବା Ṡaraṇa bolibā

  • ଦେ. କ୍ରି — ମୁଁ ଶରଣାର୍ଥୀ ଅଟେ, ଏହା ମୁହଁରେ କହିବା — To say that I am desiring shelter at your hands
  • ଦେ. କ୍ରି — (ଉ—ଚରଣ କଂଜେ ତୁ ପେଲି ଦେଲେ ହେଲେ ଶରଣ ବୋଲିବି ସିନା—କବିସୂର୍ଯ୍ୟ, ସଙ୍ଗୀତ।)