ଶରଣ ପାତ୍ର Ṡaraṇa pātra

  • ସଂ. ବି. — ଆଶ୍ରୟ ସ୍ଥଳ — One who gives shelter
  • ସଂ. ବି. — (ଉ—ସବୁବେଳେ ତୁମ୍ଭେ ତ ମୋ ଶରଣ ପାତ୍ର। କୃଷ୍ଣସିଂହ. ମହାଭାରତ. ଭୀଷ୍ମ।)