ଶରଣ ପଞ୍ଜର Ṡaraṇa pan̄jara

  • ସଂ. ବି—(ରୂପକ) — ପଞ୍ଜୁରି ସଙ୍ଗେ ତୁଳନା କରାଯିବା ଆଶ୍ରୟଦାତା ବ୍ଯକ୍ତି, (ଯେଉଁପରି ପକ୍ଷୀ ପଞ୍ଜୁରି ମଧ୍ୟରେ ଥିଲେ ବାହ୍ୟ ଆପଦ ବିପଦରୁ ନିରାପଦ ଥାଏ, ସେହିପରି ଯେଉଁ ବ୍ଯକ୍ତିଙ୍କୁ ଆଶ୍ରୟ କରିବାଦ୍ୱାରା ବିପନ୍ନ ବ୍ଯକ୍ତି ନିରାପଦ ହୁଏ।) — A personage under whose shelter a person is safe from danger like a bird in a cage
  • ସଂ. ବି—(ରୂପକ) — (ଯଥା—କ୍ଷମାସାଗର ନରହରି, ଶରଣ ପଞ୍ଜର ମୁରାରି— ଜଗନ୍ନାଥ. ଭାଗବତ।)