ଶରଣ ପଞ୍ଜର ମାନୋଦ୍ଧାରଣ Ṡaraṇa pn̄jara mānoddhāraṇa
- ଦେ. ବି — ଆଠଗଡ଼ର ରାଜା ଘୁମୁସରର ରାଜାଙ୍କ ସହିତ ଯୋଗ ଦେଇ ପୁରୀର ରାଜା ଦିବ୍ୟସିଂହ ଦେବଙ୍କୁ ଶତ୍ରୁ ହସ୍ତରୁ ରକ୍ଷା କରିଥିବାରୁ) ପୁରୀ ରାଜାଙ୍କଦ୍ୱାରା ଆଠଗଡ଼ ରାଜାଙ୍କୁ ପ୍ରଦତ୍ତ ଉପାଧି — A title of honour given to Rājā of Athagaṟḍ̠a by Maharaja Dubyasiṁha Deba of Puri