ଶରଣ ପଞ୍ଚକ Ṡaraṇa paṇachcaka
- ସଂ. ବି — (ଜ୍ୟୋତିଷ) ପ୍ରତ୍ୟେକ ମାସରେ ଚନ୍ଦ୍ରର ମକର ଓ କୁମ୍ଭ ରାଶିରେ ରହିବା କାଳ ଅର୍ଥାତ୍ ଉତ୍ତରାଷାଢ଼ା ( 21 ଶ), ଶ୍ରବଣା ( 22 ଶ), ଧନିଷ୍ଠା ( 23 ଶ), ଶତଭିଷା ( 24 ଶ), ଓ ପୂର୍ବ ଭାଦ୍ରପଦ ( 25 ଶ) ନକ୍ଷତ୍ରମାନଙ୍କର ଏକାଦିକ୍ରମେ ପଡ଼ିଥିବା 5 ଟି ଦିବସ (ଏହି 5 ଦିନ କାଳ ତୃଣ କାଷ୍ଠାଦି ଛେଦନ ଓ ଗୃହ ନିର୍ମାଣ, ଗୃହାଚ୍ଛାଦନ ଆଦି କାର୍ଯ୍ୟ ନିଷିଦ୍ଧ) — (ଜ୍ୟୋତିଷ) ପ୍ରତ୍ୟେକ ମାସରେ ଚନ୍ଦ୍ରର ମକର ଓ କୁମ୍ଭ ରାଶିରେ ରହିବା କାଳ ଅର୍ଥାତ୍ ଉତ୍ତରାଷାଢ଼ା (21ଶ), ଶ୍ରବଣା (22ଶ), ଧନିଷ୍ଠା (23ଶ), ଶତଭିଷା (24ଶ), ଓ ପୂର୍ବ ଭାଦ୍ରପଦ (25ଶ) ନକ୍ଷତ୍ରମାନଙ୍କର ଏକାଦିକ୍ରମେ ପଡ଼ିଥିବା5ଟି ଦିବସ (ଏହି5ଦିନ କାଳ ତୃଣ କାଷ୍ଠାଦି ଛେଦନ ଓ ଗୃହ ନିର୍ମାଣ, ଗୃହାଚ୍ଛାଦନ ଆଦି କାର୍ଯ୍ୟ ନିଷିଦ୍ଧ)—(Hindu astrology) The period of five days beginning from Uttarāshāṟḍ̠ẖā asterism during which no artisan's work should be done
- ସଂ. ବି — [ଦ୍ର—ମୈଥିଳୀ ପଞ୍ଜିକାରେ ଧନିଷ୍ଠାଠାରୁ ଆରମ୍ଭ କରି ରେବତୀ ପର୍ଯ୍ୟନ୍ତ ନକ୍ଷତ୍ର ବିଶିଷ୍ଟ ତିଥିମାନଙ୍କରେ ତୃଣକାଷ୍ଠାଦି ସଂଗ୍ରହ, ଦକ୍ଷିଣ ଦିଗକୁ ଯାତ୍ରା ଓ ଗୃହଚ୍ଛାଦନ ନିଷିଦ୍ଧ।]