ଶରଣ ଧରିବା Ṡaraṇa dharibā
- ଦେ. କ୍ରି — ଆସନ୍ନ ବିପଦରୁ ରକ୍ଷା ପାଇବା ପାଇଁ (ବିପନ୍ନ ବ୍ଯକ୍ତି) କୌଣସି ମହତ୍ ବ୍ଯକ୍ତିଙ୍କ ଠାରେ ଆଶ୍ରୟପ୍ରାର୍ଥୀ ହେବା; ଶରଣାଗତ ହେବା — To take shelter under a great personage to be saved from danger
- ଦେ. କ୍ରି — [ଉ— ବିକଳେ ଶରଣ ଗଲା ଶରଣ— ବତ୍ସଳ ପାଦପଦ୍ମେ—ରାଧାନାଥ. ମହାଯାତ୍ରା; ଆମ୍ଭଠାରେ ଆସି ତାଙ୍କର ଲୋକମାନେ ଶରଣ ପଶିଛନ୍ତି ଯୁଦ୍ଧ ଆର୍ତ୍ତ ମନେ।—କୃଷ୍ଣସିଂହ. ମହାଭାରତ. ବନ।]