ଶରଜନ୍ମା Ṡarajanmā

  • ସଂ. ବି. (ଶର+ଜନ୍ମନ୍; ଶରଜନ୍ମନ୍; 1 ମା. 1 ବ; ଶର= ଶର ବଳରେ ଜନ୍ମ ଯାହାଙ୍କର) — ଷଡ଼ାନନ; କାର୍ତ୍ତିକେୟ — Kārttikeya, the elder son of Mahādeba