ଶରଚ୍ଚନ୍ଦ୍ରପ୍ରଭ Ṡarachchandraprabha

  • ସଂ. ବିଣ. ପୁଂ. (ଶରଚ୍ଚନ୍ଦ୍ରଙ୍କ ପରି ପ୍ରଭା ଯାହାର; ଶରଚ୍ଚନ୍ଦ୍ର +ପ୍ରଭା; ବହୁବ୍ରୀହି) — ଶରଚ୍ଚନ୍ଦ୍ର ପରି ନିର୍ମଳ — Bright as the moon in the autumn sky