ଶରଚ୍ଚନ୍ଦ୍ର ନିଭାନନ Ṡarachchandranibhānana
- ସଂ. ବି. ପୁଂ. (ଶରତଚନ୍ଦ୍ର+ନିଭ=ସଦୃଶ+ଆନନ, ବହୁବ୍ରୀହି) — ଶରତ୍— କାଳୀନ ଚନ୍ଦ୍ର ପରି ମନୋହର ମୁଖ — A face as beautiful as the autumn moon
- ସଂ. ବିଣ. ପୁଂ. (ବହୁବ୍ରୀହି) — ଶରତ୍କାଳୀନ ଚନ୍ଦ୍ରପରି ମନୋହର ମୁଖଯୁକ୍ତ — Having a face as fair as the autumn moon