ଶରଚ୍ଚନ୍ଦ୍ର ଦାସ Ṡarachchandra dāsa
- ଦେ. ବି. (ନାମ) — ତିବ୍ୱତଦେଶ ପର୍ଯ୍ଯଟକ ଓ ତିବ୍ୱତ ଭାଷାବିଜ୍ଞ ବିଖ୍ୟାତ ବଙ୍ଗୀୟପଣ୍ଡିତ — The famous bengalee traveller and author (on Tibbet)
- ଦେ. ବି. (ନାମ) — [ଦ୍ର— 1849 ଖ୍ରୀଷ୍ଟାବ୍ଦରେ ଏ ଜନ୍ମଗ୍ରହଣ କରିଥିଲେ। ତିବ୍ୱତ ଓ ଚୀନ ଦେଶ ଭ୍ରମଣ କରି ଏ ତିବ୍ୱତ ଭ୍ରମଣବୃତ୍ତାନ୍ତ, ତିବ୍ୱତୀୟ—ଇଂରାଜୀ ଡିକ୍ସିନାରୀ ରଚନା କରିଥିଲେ। ଗଭର୍ଣ୍ଣମେଣ୍ଟ ଏହାକୁ ରାୟ ବାହାଦୂର ଓ — [ଦ୍ର—1849ଖ୍ରୀଷ୍ଟାବ୍ଦରେ ଏ ଜନ୍ମଗ୍ରହଣ କରିଥିଲେ ତିବ୍ୱତ ଓ ଚୀନ ଦେଶ ଭ୍ରମଣ କରି ଏ ତିବ୍ୱତ ଭ୍ରମଣବୃତ୍ତାନ୍ତ, ତିବ୍ୱତୀୟ—ଇଂରାଜୀ ଡିକ୍ସିନାରୀ ରଚନା କରିଥିଲେ ଗଭର୍ଣ୍ଣମେଣ୍ଟ ଏହାକୁ ରାୟ ବାହାଦୂର ଓC. I, Eଉପାଧିରେ ଭୂଷିତ କରିଥିଲେ ତିବ୍ୱତୀୟ ଭାଷା ତଥା ଆଚାର ବ୍ଯବହାର ଓ ବୌଦ୍ଧଧର୍ମ ସମ୍ବନ୍ଧରେ ଏହାଙ୍କର ଅଭିଜ୍ଞତା ପୃଥିବୀବିଖ୍ୟାତ ଏ ଗଭର୍ଣ୍ଣମେଣ୍ଟଙ୍କ ଅଧୀନତାରେ ତିବ୍ୱତ ଭାଷାର ଅନୁବାଦକକର୍ମ କରି1904ଖ୍ରୀଷ୍ଟାବ୍ଦରେ ପେନ୍ସନ୍ ଗ୍ରହଣ କରିଥିଲେ]