ଶର ଶେଯ Ṡara ṡej̄a

  • ଦେ. ବି — ଶରଶଯ୍ୟା — Bed of arrows
  • ଦେ. ବି — (ଉ— ଶରଶେଯେ ଭୀଷ୍ମ ବୋଇଲେ ଅରଜୁନ, ଜୀବନ ଶାନ୍ତି ପାଇଁ ଦିଅ ହେ ଜୀବନ— କୃଷ୍ଣସିଂହ. ମହାଭାରତ ଆଦି।)