ଶର ଶୁଆଁଳି Ṡara ṡuāñḻi

  • ଦେ. ବି — ଏକପ୍ରକାର ଘୃତପକ୍ୱ ମିଷ୍ଟାନ୍ନ ପିଠା — A kind of sweet caKe
  • ଦେ. ବି — [ଦ୍ର—ଅଟାରେ ଛେନା ଓ ଚିନି ମିଶାଯାଇ ଘିଅରେ ମୁଦ୍ରାକାର ପିଠାମାନ ଛଣାଯାଏ ଓ ପରେ ତାହା ଘନ ଆଉଟା ଦୁଧରେ ବତୁରା ଯାଏ।]