ଶର ଶଯ୍ୟା Ṡara ṡaj̄yā
- ସଂ. ବି. (ଶରଦ୍ୱାରା ରଚିତ ଶଯ୍ୟା, ମ. ପ. ଲୋ) — ଶରର ପୁଙ୍ଖମାନ ଶରର ମୁନଗୁଡ଼ିକ ଉପରଆଡ଼କୁ ଥିବା ଅବସ୍ଥାରେ ଶରର ମୁନମାନଙ୍କଦ୍ୱାରା ରଚିତ ଶଯ୍ୟା — A bed made up by the bristling points of arrows
- ସଂ. ବି. (ଶରଦ୍ୱାରା ରଚିତ ଶଯ୍ୟା, ମ. ପ. ଲୋ) — ଯୁଦ୍ଧକ୍ଷେତ୍ର (ପକ୍ଷମାନଙ୍କଦ୍ୱାରା ନିକ୍ଷିପ୍ତ ଶରମାନ ଯେଉଁଠାରେ ଶଯ୍ୟା ପରି ଭୂମିରେ ବିଛାଇ ହୋଇଥାଏ) — A battlefield (covered with a layer of arrows.)