ଶର ମନ୍ଦିର Ṡara mandira
- ଦେ. ବି. (ଶର+ମନ୍ଦିର) — ରାଜକନ୍ୟା ଓ କ୍ଷତ୍ରିୟକନ୍ୟାଙ୍କ ପ୍ରଥମ ରଜୋଦର୍ଶନ ଉପଲକ୍ଷରେ କରାଯିବା ଉତ୍ସବ — A festival observed on the appearance of the menses of the girls of Raj families
- ଦେ. ବି. (ଶର+ମନ୍ଦିର) — [ଉ—ମହାଦେବୀ ତ ପରମ ବିଦୁଷୀ x x x କଲେ ଶର—ମନ୍ଦିର ଫରମାସ— କବିସୂର୍ଯ୍ୟ. ଚନ୍ଦ୍ରକଳା।]
- ଦେ. ବି. (ଶର+ମନ୍ଦିର) — [ଦ୍ର—ଗୃହ ତଳରେ ବିରି ଚାଉଳରେ କୋଠି କଟାଯାଇ ଏଥିରେ ପଞ୍ଚବର୍ଣ୍ଣୀ ମୁରୁଜ ଦିଆଯାଏ ଓ ଚାରି କୋଣରେ ଚାରୋଟି ତୀର ଓ ଚାରୋଟି କଦଳୀ ଗଛ ପୋତା ଯାଏ। ତହିଁରେ ପୂର୍ଣ୍ଣକୁମ୍ଭ ଥାପି ଉପରେ ଚାନ୍ଦୁଆଟାଣି କୁଲାରେ ସାତଦୀପ ରଖି ଋତୁସ୍ନାନ ଦିନ ବାଳିକାକୁ ବନ୍ଦାନ୍ତି ଓ ଗୁଡ଼ିଏ ବାଳିକା ହଳଦୀ ପାଣି ଫିଙ୍ଗାଫିଙ୍ଗି ହୁଅନ୍ତି। ତାପରେ ତୀର୍ଥଜଳରେ ରଜସ୍ୱଳା ବାଳିକାର ଅଭିଷେକ କରାଯାଏ ଏବଂ ତତ୍ପରେ ଦେବତା ଦର୍ଶନ ଓ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ।]