ଶର ପ୍ରୟୋଗ Ṡara prayoga

  • ସଂ. ବି. ( 6 ଷ୍ଠୀ ତତ୍) — ଲକ୍ଷ୍ୟ ବସ୍ତୁ ବା ସ୍ଥାନ ଆଡ଼କୁ ଧନୁ ଦ୍ୱାରା ଶର ବା ବାଣ ପ୍ରୟୋଗ କରିବା; ବାଣ ମାରିବା; ଶର ନିକ୍ଷେପ — Shooting with the bow and arrow