ଶର ଗୁନ୍ଥାଣି Ṡara gunthāṇi

  • ଦେ. ବି. ( 2 ୟା ତତ୍) — ଶର ଗୁନ୍ଥିବା କାର୍ଯ୍ୟ — The act of piercing a thing with a number of arrows so as to resemble sewing
  • ଦେ. ବି. ( 2 ୟା ତତ୍) — [ଉ—ଶର ଶେଯ ଶରଗୁନ୍ଥାଣିକି ସେ କଲେ—କୃଷ୍ଣସିଂହ. ମହାଭାରତ. ଆଦି।]