ଶର କାରୀ Ṡara kārī

  • ଦେ. ବି — ବାଣୁଆ; ଶବର — Fowler; bird-catcher
  • ଦେ. ବି — [ଉ—ଯେସନେ ଶରକାରୀ ପଥେ, ଶର ବିନ୍ଧଇ ହେଠ ମାଥେ।]
  • ସଂ. ବି — ତୀର ନିର୍ମାତା ବ୍ଯକ୍ତି [ହି. ଶ] — A manufacturer of arrows