ଶଯ୍ୟା ଦାନ Ṡaj̄ya dāna

  • ସଂ. ବି — ମୃତ୍ୟୁଶଯ୍ୟାଦାନ — Gift of a bed to a Brāhmaṇa during funeral obsequies
  • ସଂ. ବି — (ଜୀବିତ ବ୍ଯକ୍ତିର) ବ୍ରାହ୍ମଣକୁ ଶଯ୍ୟାର ଦାନ — Gift of a bedding to a Brāhmaṇa