ଶଯ୍ୟା ଗତ Ṡaj̄yā gata

  • ସଂ. ବିଣ—(ଶଯ୍ଯାକୁ ଗତ=ପ୍ରାପ୍ତ, 2 ୟା ତତ୍) — ଶଯ୍ଯାଶାୟୀ; ବିଛଣାରେ ଶୋଇଥିବା; ଶାୟିତ — Sleeping on bed; lying on the bed
  • ସଂ. ବିଣ—(ଶଯ୍ଯାକୁ ଗତ=ପ୍ରାପ୍ତ, 2 ୟା ତତ୍) — କଠିନ ପୀଡ଼ା ଯୋଗୁଁ ବିଛଣାରୁ ଉଠିବାର ଶକ୍ତି ରହିତ; କତରା ଲଗା — Confined to bed (owing to serious illness)