ଶମ୍ଭୁକର ବାଜପେୟୀ Ṡambhukara bājapeyī

  • ଦେ. ବି — ପୁରୀ ଜିଲ୍ଲାର ରାହାଙ୍ଗଶାସନର ପ୍ରସିଦ୍ଧ ପ୍ରାଚୀନ ପଣ୍ଡିତ। [ଦ୍ର— ଏହାଙ୍କ ରଚିତ ସ୍ମୃତି ଶାସ୍ତ୍ର ଏପର୍ଯ୍ୟନ୍ତ ଦାକ୍ଷିଣାତ୍ୟରେ ପ୍ରାମାଣିକ ଗ୍ରନ୍ଥରୂପେ ପ୍ରଚଳିତ।] — Name of the author of a treatise of the Puri district