ଶମ୍ଭଳୀ Ṡambhaḻī
- ସଂ. ବି. ସ୍ତ୍ରୀ—ଶମ୍ବ ଧାତୁ=ଗମନ କରିବା+ଲା ଧାତୁ= ଗ୍ରହଣ କରିବା+କର୍ତ୍ତୃ.+ଅ+ଆ;+ଈ; କିମ୍ବା ଶମ୍=ସୁଖ+ଭଲ ଧାତୁ=ବର୍ଣ୍ଣନା କରିବା+କର୍ତ୍ତୃ. ଅ+ଆ; +ଈ — ଶମ୍ବଳୀ; କୁଟ୍ଟିନୀ; ଦୂତୀ; ପ୍ରଣୟଦୂତିକା — A procuress; bawd; a panderess; a female messenger employed between two lovers
- ସଂ. ବି. ସ୍ତ୍ରୀ—ଶମ୍ବ ଧାତୁ=ଗମନ କରିବା+ଲା ଧାତୁ= ଗ୍ରହଣ କରିବା+କର୍ତ୍ତୃ.+ଅ+ଆ;+ଈ; କିମ୍ବା ଶମ୍=ସୁଖ+ଭଲ ଧାତୁ=ବର୍ଣ୍ଣନା କରିବା+କର୍ତ୍ତୃ. ଅ+ଆ; +ଈ — [ଉ—ତାମ୍ବୁଳ କରଙ୍କଧର ଚାଳନ୍ତି ପଶ୍ଚାତେ ଧନିକ ନନ୍ଦନଗଣ ଶମ୍ଭାଳୀ ଶୋଷିତ ସର୍ବସ୍ୱ—ରାଧାନାଥ]