ଶମ୍ଭଳା Ṡambhaḻā
- ସଂ. ବି.—ଶମ୍ଭ+ଲା ଧାତୁ+କର୍ତ୍ତୃ. ଅ+ଆ — ଗଣ୍ଡବାନା ଅଞ୍ଚଳର ଅନ୍ତର୍ଗତ ଭାରତର ପ୍ରାଚୀନ ଗ୍ରାମବିଶେଷ; (ଆଧୁନିକ ସମ୍ବଲପୁର) — The ancient name of Sambalpur
- ସଂ. ବି.—ଶମ୍ଭ+ଲା ଧାତୁ+କର୍ତ୍ତୃ. ଅ+ଆ — [ଦ୍ର—ମହାଭାରତର ବନପର୍ବରେ ଏ ଗ୍ରାମର ନାମ ଉଲ୍ଲେଖ ଅଛି। କେହି କେହି ଏହାକୁ ଯୁକ୍ତ— ପ୍ରଦେଶର ମୋରାଦାବାଦ (ଦିଲ୍ଲୀଠାରୁ 10 ମାଇଲ ପୂର୍ବବର୍ତ୍ତୀ) ଅଞ୍ଚଳର କୌଣସି ଗ୍ରାମ ବୋଲି କହନ୍ତି। ଭାଗବତ ( 12/2/18 ) ରେ ଏହି ଗ୍ରାମରେ ବିଷ୍ଣୁ କଳ୍କି ଅବତାର ଗ୍ରହଣ କରିବେ ବୋଲି ସଂକେତ କରା ଯାଇଅଛି। ବିଷ୍ଣୁ କଳ୍କିରୂପରେ ଏଠାରେ ଅବତୀର୍ଣ୍ଣ ହୋଇ ବନ୍ଧୁ ବାନ୍ଧବ ସହ ସହସ୍ର ବର୍ଷ ଅବସ୍ଥାନ କରିବେ। ସ୍କନ୍ଦପୁରାଣରେ ଶମ୍ବଳ ମହାତ୍ମ୍ୟରେ ଏ ତୀର୍ଥର ପରିଚୟ ପ୍ରଦତ୍ତ ହୋଇଅଛି। (ବିଶ୍ୱକୋଷ) — [ଦ୍ର—ମହାଭାରତର ବନପର୍ବରେ ଏ ଗ୍ରାମର ନାମ ଉଲ୍ଲେଖ ଅଛି କେହି କେହି ଏହାକୁ ଯୁକ୍ତ— ପ୍ରଦେଶର ମୋରାଦାବାଦ (ଦିଲ୍ଲୀଠାରୁ10ମାଇଲ ପୂର୍ବବର୍ତ୍ତୀ) ଅଞ୍ଚଳର କୌଣସି ଗ୍ରାମ ବୋଲି କହନ୍ତି ଭାଗବତ (12/2/18) ରେ ଏହି ଗ୍ରାମରେ ବିଷ୍ଣୁ କଳ୍କି ଅବତାର ଗ୍ରହଣ କରିବେ ବୋଲି ସଂକେତ କରା ଯାଇଅଛି ବିଷ୍ଣୁ କଳ୍କିରୂପରେ ଏଠାରେ ଅବତୀର୍ଣ୍ଣ ହୋଇ ବନ୍ଧୁ ବାନ୍ଧବ ସହ ସହସ୍ର ବର୍ଷ ଅବସ୍ଥାନ କରିବେ ସ୍କନ୍ଦପୁରାଣରେ ଶମ୍ବଳ ମହାତ୍ମ୍ୟରେ ଏ ତୀର୍ଥର ପରିଚୟ ପ୍ରଦତ୍ତ ହୋଇଅଛି (ବିଶ୍ୱକୋଷ)
- ସଂ. ବି.—ଶମ୍ଭ+ଲା ଧାତୁ+କର୍ତ୍ତୃ. ଅ+ଆ — ଯୁକ୍ତ ପ୍ରଦେଶର ମୋରାଦାବାଦ ଜିଲ୍ଲାର ଅନ୍ତର୍ଗତ ଗୋଟିଏ ତହସିଲ ବା ସବ୍ଡ଼ିଭିଜନ୍ ଓ ତହିଁର ଗୋଟିଏ ପ୍ରଗନ୍ନା ଓ ସବ୍ଡ଼ିଭିଜନ୍ର ରାଜଧାନୀ — A subdivision, Pergana and subdivisionl headquarters of the district Moradabad in U.P.]