ଶମ୍ଭୁ Ṡambhu

  • ସଂ. ବି—(ଶମ୍=କଲ୍ୟାଣ+ଭା ଧାତୁ=ଦୀପ୍ତି ପାଇବା+ଅଧିକରଣ ଉ; ଯାହାଙ୍କଠାରେ କଲ୍ୟାଣ ଦୀପ୍ତିପାଏ) — ମହାଦେବ; ଶିବ — Ṡaiba
  • ସଂ. ବି—(ଶମ୍=କଲ୍ୟାଣ+ଭା ଧାତୁ=ଦୀପ୍ତି ପାଇବା+ଅଧିକରଣ ଉ; ଯାହାଙ୍କଠାରେ କଲ୍ୟାଣ ଦୀପ୍ତିପାଏ) — ବିଷ୍ଣୁ — Bishṇu
  • ସଂ. ବି—(ଶମ୍=କଲ୍ୟାଣ+ଭା ଧାତୁ=ଦୀପ୍ତି ପାଇବା+ଅଧିକରଣ ଉ; ଯାହାଙ୍କଠାରେ କଲ୍ୟାଣ ଦୀପ୍ତିପାଏ) — ବ୍ରହ୍ମା — Brahmā
  • ସଂ. ବି—(ଶମ୍=କଲ୍ୟାଣ+ଭା ଧାତୁ=ଦୀପ୍ତି ପାଇବା+ଅଧିକରଣ ଉ; ଯାହାଙ୍କଠାରେ କଲ୍ୟାଣ ଦୀପ୍ତିପାଏ) — ବୁଦ୍ଧ — Buddha
  • ସଂ. ବି—(ଶମ୍=କଲ୍ୟାଣ+ଭା ଧାତୁ=ଦୀପ୍ତି ପାଇବା+ଅଧିକରଣ ଉ; ଯାହାଙ୍କଠାରେ କଲ୍ୟାଣ ଦୀପ୍ତିପାଏ) — (ବୈଦ୍ଯକ) ଧଳା ଅର୍କ ଗଛ — Calotropis Gigantea (white variety)
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males