ଶମ୍ବର ସୂଦନ Ṡambara sūdana

  • ସଂ. ବି — ଶମ୍ବରାସୁରର ଶତ୍ରୁ; ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ — Name of Ṡrīkṛushṇa's
  • ସଂ. ବି — କାମ; କନ୍ଦର୍ପ; ମଦନ — Cupid (deified)