ଶମ୍ବର ଦଶମୀ Ṡambara daṡamī

  • ଦେ. ବି—(ସଂ. ଶାମ୍ବ ଦଶମୀ) — ବ୍ରତ ବିଶେଷ; ପୌଷ ମାସର ଶୁକ୍ଲ ଦଶମୀ—(ଏ ଦିନ ସୂର୍ଯ୍ୟ ପୂଜା କରାଯାଏ) — A festival of worshipping the Sun on the 10th day of the bright fortnight of the month of Pousha