ଶମ୍ପାକ Ṡampāka

  • ସଂ. ବି.—(ଶମ୍=ହର୍ଷ+ପାକ=ଯେ ପାକ କରେ) — ଆରଗ୍ବଧ ବା ସୁନାରି ଗଛ — A tree; Cassia Fistula
  • ସଂ. ବି.—(ଶମ୍=ହର୍ଷ+ପାକ=ଯେ ପାକ କରେ) — ଅଳକ୍ତକ; ଅଳତା — lac dye used in painting the feet
  • ସଂ. ବି.—(ଶମ୍=ହର୍ଷ+ପାକ=ଯେ ପାକ କରେ) — ରନ୍ଧନ — Cooking
  • ସଂ. ବି.—(ଶମ୍=ହର୍ଷ+ପାକ=ଯେ ପାକ କରେ) — ବିପାକ (ବିଶ୍ୱକୋଷ); ପରିଣାମ — Result; final result