ଶମ୍ (ଧାତୁ) Ṡam (root)

  • ସଂ — ଶାନ୍ତ ହେବା — To be pacified; to be tranquil
  • ସଂ — ନିବୃତ୍ତ ହେବା — To cease; to refrain
  • ସଂ — ବନ୍ଦ ହେବା — To stop
  • ସଂ — ରାଶି ରାଶି ଜମା କରିବା — To heap up