ଶମନ Ṡamana

  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ଯଜ୍ଞାର୍ଥ ପଶୁ ବଧ — Killing of an animal for religious sacrifice
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ମନଃଶାନ୍ତି — Menatal tranqulity
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ନିବାରଣ — Restraining; prevention
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ବନ୍ଦ କରିବା — Stopping
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ଉପଶମନ; ଶାନ୍ତ କରାଇବା — Alleviating; assuaging
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ଉପଶମ — Relief; alleviation
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ହିଂସା; ଦ୍ୱେଷ — Malice; hurting; injuring
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ତିରସ୍କାର — Abuse; reproach
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — କ୍ଷତି — Injury
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ଶାପ; ଅଭିଶାପ — Curse; imprecation
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ଚର୍ବଣ — Chewing
  • ସଂ. ବି.—(ଶମ୍ ଧାତୁ ଣିଚ୍ ଶମି ଧାତୁ=ଶାନ୍ତ କରିବା+ଭାବ. ଅନ) — ଆଘାତ — Blow; stroke