ଶମନ ପୁର Ṡamana pura

  • ସଂ. ବି — ଯମପୁର; କୃତାନ୍ତପୁରୀ — The abode of the God of death
  • ସଂ. ବି — ମୃତ୍ୟୁପରେ ମନୁଷ୍ୟର ପ୍ରେତ ବା ଆତ୍ମା ଯେଉଁଠାକୁ ଯାଏ — The abode of the departed spirits