ଶମକାଇବା Ṡamakāibā
- ଦେ. କ୍ରି. (ସଂ. ଶମ୍ବ ଶବ୍ଦରୁ ନାମଧାତୁ) — ଢିଙ୍କିର ଥୋର ବା ପାହାର (ଯହିଁରେ ଶମା ଲାଗିଥାଏ ତାହା) ଦ୍ୱାରା ଢିଙ୍କି ମୁଣ୍ଡର ଗାତ ମଧ୍ୟରେ ସ୍ତୂପୀକୃତ ବସ୍ତୁମାନଙ୍କୁ ଜୋର୍ରେ କୁଟିବା — To pound or beat vigorously any article put in the hole by the pestle of Dhiṅki
- ଦେ. କ୍ରି. (ସଂ. ଶମ୍ବ ଶବ୍ଦରୁ ନାମଧାତୁ) — [ଉ—ଦେ ଶମକୋଇଲୋ ! ଢିଙ୍କି ଦେ ଶମକୋଇଲୋ ! ଶମା କୁଟଇ ଧାନାଦି ସଉତୁଣୀ ଢିଙ୍କି ଲାଞ୍ଜିରେ ଖାଆନ୍ତି ବଙ୍ଗଳା ପାନ। ଢିଙ୍କିକୁଟା ଗୀତ।]