ଶବ୍ଦାୟମାନ Ṡabdāyamāna

  • ସଂ. ବିଣ.—(ଶବ୍ଦ୍ ଧାତୁ+ଯ (କ୍ୟଙ୍)=ଶବ୍ଦାୟ ନାମ ଧାତୁ+କର୍ତ୍ତୃ. ଆନ) — ଶବ୍ଦକାରୀ; ଯାହା ଶବ୍ଦ କରୁଅଛି — Making a sound
  • ସଂ. ବିଣ.—(ଶବ୍ଦ୍ ଧାତୁ+ଯ (କ୍ୟଙ୍)=ଶବ୍ଦାୟ ନାମ ଧାତୁ+କର୍ତ୍ତୃ. ଆନ) — ଯହିଁରୁ ଶବ୍ଦ ବାହାରୁଛି — Ringing; resounding