ଶବ୍ଦାର୍ଥ Ṡabdārtha
- ସଂ. ବି.—(ଶବ୍ଦ+ଅର୍ଥ; ଦ୍ୱନ୍ଦ୍ୱ) — ଶବ୍ଦ ଓ ଅର୍ଥ — A word and its meaning
- ସଂ. ବି.—(ଶବ୍ଦ+ଅର୍ଥ; ଦ୍ୱନ୍ଦ୍ୱ) — ( 6 ଷ୍ଠୀ ତତ୍)—ଶବ୍ଦର ଅର୍ଥ — (6ଷ୍ଠୀ ତତ୍)—ଶବ୍ଦର ଅର୍ଥ—. Meaning of a word
- ସଂ. ବି.—(ଶବ୍ଦ+ଅର୍ଥ; ଦ୍ୱନ୍ଦ୍ୱ) — [ଦ୍ର—ଶବ୍ଦର ଅର୍ଥ ତିନି ପ୍ରକାର। ଯଥା—ବାଚ୍ୟାର୍ଥ ଲକ୍ଷ୍ୟାର୍ଥ ଓ ବ୍ୟାଙ୍ଗ୍ୟାର୍ଥ। ଏହି ଭିନ୍ନ ଭିନ୍ନ ଅର୍ଥ ଯଥାକ୍ରମେ ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା। ବୃତ୍ତିଦ୍ୱାରା ପ୍ରକାଶିତ ହୁଏ।]
- ସଂ. ବି.—(ଶବ୍ଦ+ଅର୍ଥ; ଦ୍ୱନ୍ଦ୍ୱ) — ଧ୍ୱନିର ଅର୍ଥ — Meaning of a sound, significance of a sound
- ସଂ. ବି.—(ଶବ୍ଦ+ଅର୍ଥ; ଦ୍ୱନ୍ଦ୍ୱ) — ଧ୍ୱନିର ଉଦ୍ଦେଶ୍ୟ — The object of a sound