ଶବ୍ଦାତୀତ Ṡabdātīta

  • ସଂ. ବିଣ. (ଶବ୍ଦ+ଅତୀତ; 6 ଷ୍ଠୀ ତତ୍) — ଶବ୍ଦଦ୍ୱାରା ଅପ୍ରକାଶ୍ୟ — 1. Inexpressible by words
  • ସଂ. ବିଣ. (ଶବ୍ଦ+ଅତୀତ; 6 ଷ୍ଠୀ ତତ୍) — ବାକ୍ୟାତୀତ — Beyond the power of words
  • ବି — ଭଗବାନଙ୍କର ନାମାନ୍ତର — An epithet of God