ଶବ୍ଦାକର Ṡabdākara

  • ସଂ. ବି. ( 6 ଷ୍ଠୀ ତତ୍; ଶବ୍ଦ+ଆକର) — (ବ୍ୟାକରଣ) ଶବ୍ଦ ଯୋନି; ଧାତୁ — (grammar) A root or radix of a word
  • ସଂ. ବି. ( 6 ଷ୍ଠୀ ତତ୍; ଶବ୍ଦ+ଆକର) — ଶବ୍ଦକୋଷ — Dictionary