ଶବ୍ଦମହେଶ୍ୱର Ṡabda maheṡwara

  • ସଂ. ବି. — ମହାଦେବ — A name of Ṡiva
  • ସଂ. ବି. — [ଦ୍ର—କଥିତ ଅଛି ଯେ ପାଣିନିଙ୍କ ବ୍ୟାକରଣ ରଚନା କରିବାକୁ ଶିବ ଆଦେଶ କରିଥିଲେ— ହି. ଶ; ସିଦ୍ଧାନ୍ତ କୌମୁଦୀରେ ଲେଖାଅଛି ଯେ "ନୃତ୍ୟା— ବସାନେ ନଟରାଜରାଜୋ; ନନାଦ ତକ୍କାଂ ନବ ପଞ୍ଚ ବାରଂ; ଊର୍ଦ୍ଧ୍ୱର୍ତୁକାମଃ ସନକାଦି ସିଦ୍ଧା—ନେତ୍ରଦ୍ୱି ମର୍ଷେ ଶିବ ସୂତ୍ରଜାଲମ୍—ଅର୍ଥାତ୍ ତାଣ୍ଡବ ନୃତ୍ୟ ଶେଷରେ ସନକାଦି ସିଦ୍ଧ ପୁରୁଷମାନଙ୍କୁ ଉଦ୍ଧାର କରିବା ପାଇଁ ଶିବ 9+ 5=14 ଥର ଡମ୍ବରୁ ବଜାଇଲେ। ପାଣିନି ବ୍ୟାକରଣର ପ୍ରଥମୋକ୍ତ 14 ସୂତ୍ରର ସଂଖ୍ୟାରୁ ଜଣାଯାଏ ଯେ ଏହା ଶିବସୂତ୍ର ସମୂହ ଅଟେ।] — [ଦ୍ର—କଥିତ ଅଛି ଯେ ପାଣିନିଙ୍କ ବ୍ୟାକରଣ ରଚନା କରିବାକୁ ଶିବ ଆଦେଶ କରିଥିଲେ— ହି. ଶ; ସିଦ୍ଧାନ୍ତ କୌମୁଦୀରେ ଲେଖାଅଛି ଯେ "ନୃତ୍ୟା— ବସାନେ ନଟରାଜରାଜୋ; ନନାଦ ତକ୍କାଂ ନବ ପଞ୍ଚ ବାରଂ; ଊର୍ଦ୍ଧ୍ୱର୍ତୁକାମଃ ସନକାଦି ସିଦ୍ଧା—ନେତ୍ରଦ୍ୱି ମର୍ଷେ ଶିବ ସୂତ୍ରଜାଲମ୍—ଅର୍ଥାତ୍ ତାଣ୍ଡବ ନୃତ୍ୟ ଶେଷରେ ସନକାଦି ସିଦ୍ଧ ପୁରୁଷମାନଙ୍କୁ ଉଦ୍ଧାର କରିବା ପାଇଁ ଶିବ9+ 5=14ଥର ଡମ୍ବରୁ ବଜାଇଲେ ପାଣିନି ବ୍ୟାକରଣର ପ୍ରଥମୋକ୍ତ14ସୂତ୍ରର ସଂଖ୍ୟାରୁ ଜଣାଯାଏ ଯେ ଏହା ଶିବସୂତ୍ର ସମୂହ ଅଟେ]