ଶବ୍ଦବହ Ṡabda baha

  • ସଂ. ବିଣ. (ଶବ୍ଦ+ବହ୍ ଧାତୁ+କର୍ତ୍ତୃ. ଅ) — ଶବ୍ଦକୁ ଯେ ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ବହିନିଏ — Carrying a wave of sound from one place to another
  • ବି — ଆକାଶ — The sky
  • ବି — ବାୟୁ — The air