ଶବ୍ଦ ହୀନ Ṡabda hīna
- ସଂ. ବିଣ. (ଶବ୍ଦ+ହୀନ; 3 ୟା ତତ୍) — ନୀରବ; ନିଃଶବ୍ଦ — Silent
- ସଂ. ବିଣ. (ଶବ୍ଦ+ହୀନ; 3 ୟା ତତ୍) — ଶବ୍ଦ ଶୂନ୍ଯ — Soundless
- ସଂ. ବି — ଶବ୍ଦମାନଙ୍କର ଏପରି ପ୍ରୟୋଗ, ଯାହା ପୂର୍ବଚାର୍ଯ୍ଯମାନେ ପ୍ରୟୋଗ କରି ନାହାନ୍ତି (ହି. ଶ) — Application of a word which has not been done by classical writers