ଶବ୍ଦ ସାଧନ Ṡabda sādhana

  • ସଂ. ବି — ବ୍ୟାକରଣର ଯେଉଁ ଅଙ୍ଗରେ ଶବ୍ଦମାନଙ୍କର ବ୍ୟୁତ୍ପତ୍ତି, ଭେଦ ଓ ରୂପାନ୍ତର ଆଦି ଆଲୋ— ଚିତ ହୋଇଥାଏ — (grammar) Etymology
  • ସଂ. ବି — [ଦ୍ର—ଶବ୍ଦମାନଙ୍କ ସଂଜ୍ଞା, କ୍ରିୟା, ବିଶେଷଣ, କ୍ରିୟା— ବିଶେଷଣ, ସର୍ବନାମ ଆଦି ବ୍ୟାକରଣର ଏହି ଅଙ୍ଗର ଅନ୍ତର୍ଗତ—ହି. ଶ।]